ବୁଲୁଛି ନରହନ୍ତା ଦନ୍ତା, ଭୟରେ ଗାଁଲୋକ

Published By : Prameya-News7 Bureau | December 29, 2020 IST

କାମାକ୍ଷାନଗର ୨୯।୧୨: କାମାକ୍ଷାନଗର ମହାବୀରରୋଡ଼ ରେଞ୍ଜର ଗାଁ ମଧ୍ୟରେ ବୁଲୁଛି ନରହନ୍ତା ଦନ୍ତା । ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ନିକଟରେ ଉତ୍ପାତ ଖେଳାଇଛି ନରହନ୍ତା ଦନ୍ତା । ମଙ୍ଗଳବାର ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମରେ ଚାଷୀଙ୍କୁ ଦଳିଚକଟି ମାରିବା ସହ ଏ ଅଞ୍ଚଳକୁ ଚାଲିଆସିଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳ ବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.