Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବୁଲୁଛି ନରହନ୍ତା ଦନ୍ତା, ଭୟରେ ଗାଁଲୋକ

29/12/2020 at 4:03 PM

କାମାକ୍ଷାନଗର ୨୯।୧୨: କାମାକ୍ଷାନଗର ମହାବୀରରୋଡ଼ ରେଞ୍ଜର ଗାଁ ମଧ୍ୟରେ ବୁଲୁଛି ନରହନ୍ତା ଦନ୍ତା । ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ନିକଟରେ ଉତ୍ପାତ ଖେଳାଇଛି ନରହନ୍ତା ଦନ୍ତା । ମଙ୍ଗଳବାର ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମରେ ଚାଷୀଙ୍କୁ ଦଳିଚକଟି ମାରିବା ସହ ଏ ଅଞ୍ଚଳକୁ ଚାଲିଆସିଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳ ବାସୀ ।

   Related Posts