Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚମ୍ପୁଆ ରେଞ୍ଜରେ ଧସେଇ ପଶିଲେ ହାତୀ ପଲ: ଧାନ ଫସଲ ଖାଇଲେ, ଦଳିଚକଟି ନଷ୍ଟ କଲେ

12/10/2021 at 8:47 AM

କେନ୍ଦୁଝର ୧୨/୧୦: କେନ୍ଦୁଝର ଚମ୍ପୁଆ ରେଞ୍ଜର ଗଣ୍ଡବରେଇ ଗାଁ ଜଙ୍ଗଲକୁ ସକାଳୁ ସକାଳୁ ଧସେଇ ପଶିଛନ୍ତି ହାତୀ ପଲ । ୨୬ ଟିକିଆ ବଣୁଆ ହାତୀପଲ ପଶିଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ହାତୀ ପଲ ରବିବାର ଠାରୁ କେନ୍ଦୁଝର ପଳାଶପଙ୍ଗା ବିଟର ତିଆତିପଶି ଜଙ୍ଗଲରେ ଡେରା ପକାଇ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

ତେବେ ଆଜି ସକାଳୁ ସକାଳୁ ହାତୀପଲ ଗଣ୍ଡନରେଇ ଗାଁ ରେ ଧାନ ଫସଲ ଖାଇବା ସହିତ ପାଦରେ ଦଳି ଚକିଟି ଦେବାରୁ ଚାଷୀଙ୍କ ଏକର ଏକର ଗର୍ଭଣା ଧାନ ଫସଲ ନଷ୍ଟ ହୋଇଯାଇଛି ।ଫଳରେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ।

   Related Posts