ମାଈ ହାତୀର ମୃତ୍ୟୁ
4/06/2018 at 5:41 AM

ମାଈ ହାତୀର ମୃତ୍ୟୁ । ଢେଙ୍କାନାଳ ସଦର ବନାଞ୍ଚଳ ରେଞ୍ଜ ଇଚ୍ଛାପୁର ବଉଳସାହି ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ବଉଳସାହି ନିକଟରେ ଥିବା ଏକ ଜୋରକୁ ପାଣି ପିଇବାକୁ ଆସିଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା । କିନ୍ତୁ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରୋଗ ଗ୍ରସ୍ତ ହୋଇ ହାତୀଟିର ମୃତ୍ୟୁ ହୋଇଥିବା କହିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021