ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ବଲାଙ୍ଗୀରରେ ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ

19/09/2018 at 11:57 AM

ବଲାଙ୍ଗୀର ୧୯/୯ : ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହୋଇଛି | ଘଟଣାଟି ଘଟିଛି ବଲାଙ୍ଗୀର ଦେଓଗାଁ ଥାନା ବିଜା ଦଦର ଗାଁରେ | ଗାଁ ନିକଟକୁ ଲାଗି ଘାଟି ଜଂଗଲ ଥିବା ବେଳେେ ମକା ଖେତକୁ ମକା ଖାଇ ଆସିଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା | ଫଳରେ ବିଦ୍ୟତ ଖୁଣ୍ଟ ପଡି ଯିବାରୁ ତାର ସଂସ୍ପର୍ଶରେ ଆସି ହାତିଟି ମରିଥିବା ଅନୁମାନ କରାଯାଉଛି | ବନ ବିଭାଗ ପହଂଚି ହାତୀର ମୃତ ଦେହ ଉଦ୍ଧାର କରିଛି | ତେବେ ହାତୀଟି ଦନ୍ତା ହୋଇଥିବାରୁ ଆଉ ତାର ଗୋଟିଏ ଦାନ୍ତ ନଥିବାରୁ ଏହା ଶିକାରୀ ମାନଙ୍କର ମଧ୍ୟ କାମ ହୋଇଥାଇ ପରେ ବୋଲି ବନ ବିଭଗ ଆଶଙ୍କା କରୁଛି | ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛି ବନ ବିଭାଗ |

   Related Posts