Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ହେଉଥିବା ଦନ୍ତା ହାତୀର ମୃତ୍ୟ

18/11/2018 at 10:29 AM

କଟକ ୧୮/୧୧: ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ହେଉଥିବା ଦନ୍ତା ହାତୀର ମୃତ୍ୟ ହୋଇଛି।କଟକ ବନଖଣ୍ଡ ଅଧୀନରେ ଥିବା ଡା ଲିଯୋଡ଼ା ରେଞ୍ଜର ହଳଦୀବସନ୍ତ ଗ୍ରାମ ନିକଟରେ ଗତକାଲି ଗୁରୁତର ଅବସ୍ଥାରେ ଠାବ ହୋଇଥିବା ଦନ୍ତା ହାତୀର ଚିକିତ୍ସା ଭୁବନେଶ୍ବର ଓୟୁଏଟିର ଏକ ଟିମ୍ କରୁଥିଲେ।ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟା ସମୟରେ ମୃତ୍ୟୁ ହୋଇଯାଇଛି।ଦନ୍ତାଟିକୁ ତାର ଅନ୍ୟ ଜଣେ ସାଥି ୧୫ ଦିନ ତଳେ ଆକ୍ରମଣ କରି ଆହତ କରିଦେଇଥିଲେ।ଗତ କାଲି ସକାଳୁ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା।କୁହାଯାଉଛି  ଚିକିତ୍ସା ଅଭାବରୁ ତାର ମୃତ୍ୟୁ ହୋଇଥିଲା।

 

   Related Posts