ଅନୁଗୋଳ ପାଲଲହଡା ବଡଗୁଣ୍ଡି ଗ୍ରାମ୍ୟ ଜଙ୍ଗଲରେ ହାତୀର ମୃତ୍ୟୁ

Published By : Prameya-News7 Bureau | November 09, 2018 IST

ଅନୁଗୋଳ ୯|୧୧:  ଅନୁଗୋଳ ଜିଲ୍ଲା ପାଲଲହଡା ବଡଗୁଣ୍ଡି ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟି ଏକ ନାଳରେ ପଡିଯାଇଥିଲା । ହାତୀର ମୃତଦେହ ବନ ବିଭାଗ ନାଳ ମଧ୍ୟରୁ ଉଠାଇଛନ୍ତି । ହାତୀଟିର ବୟସ ୨୦ ରୁ ୨୫ବର୍ଷ ଭିତରେ ହେବ। ହାତୀ ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡିନାହିଁ। ଘଟଣାସ୍ଥଳରେ ଖମାର ରେଞ୍ଜର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.