Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

କେନ୍ଦୁଝରରୁ ହାତୀର ମୃତଦେହ ଠାବ

10/04/2019 at 5:11 PM

କେନ୍ଦୁଝର ୧୦|୪ : ସଙ୍କଟରେ ଗଜରାଜ ।  କେନ୍ଦୁଝର ରୁ ଏକ ହାତୀର ମୃତ ଦେହ ଠାବ ।  ଘଟଗାଁ ରେଞ୍ଜ ଅନ୍ତର୍ଗତ ବାରବାଙ୍କ ସଂରକ୍ଷିତ ଜଙ୍ଗଲର ଗୟଲମୁଣ୍ଡ ଗ୍ରାମ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଜଙ୍ଗଲ ବିଭାଗର କହିବା କଥା ହାତୀ ଟି ଗର୍ଭବତୀ ଥିଲା । କେଉଁ କାରଣରୁ ତାର ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି ବନବିଭାଗ କହିଛି । ହାତୀ ଟିର ବୟସ ୧୫ ବର୍ଷ ହେବ  ବୋଲି ଅନୁମାନ କରାଯାଉଛି ।  ଗତ କିଛି ଦିନ ହେବ ଉକ୍ତ ସଂରକ୍ଷିତ ଜଙ୍ଗଲରେ ୧୭ ଟି ହାତୀ ଏହି ଅଂଚଳରେ ଡେରା ପକାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts