Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଦନ୍ତାହାତୀର ମୃତଦେହ ଉଦ୍ଧାର

13/06/2019 at 10:04 AM

ଢେଙ୍କାନାଳ ୧୩|୬: ଦନ୍ତାହାତୀର ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କଂଶରପୁର ବିଟ୍ ଅନ୍ତର୍ଗତ କଡଲା ଗାଁ ପଡିଆରେ ଦନ୍ତାର ମୃତଦେହ ପଡିଛି । ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅତ୍ୟଧିକ ଖରା ହେଉଥିବାରୁ ଅଂଶୁଘାତରେ ହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ପହଞ୍ଚି ହାତୀର ମୃତଦେହକୁ ଜବତ କରିଛି ।

   Related Posts