ନୀଳଗିରିରେ ହାତୀ ଆତଙ୍କ ; ଘର ଭାଙ୍ଗିଲେ ହାତୀ ପଲ

Published By : Prameya-News7 Bureau | December 23, 2018 IST

ନୀଳଗିରି ୨୩|୧୨: ନୀଳଗିରିରେ ହାତୀ ଆତଙ୍କ । ସିଆଡିଆଳ ପଞ୍ଚାୟତ ସୁନ୍ଦରିଆ ଗାଁର ଭାଙ୍ଗିଲେ ଘର । ଉଜ୍ଜଳ ସିଂ ଓ ରାଜୁ ସିଂଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀ ପଲ । ଫଳରେ ବହୁ ଆସବାବ ପତ୍ର ଧାନ ଚାଉଳ ନଷ୍ଟ ହେ।ଇଯାଇଛି । ହାତୀ ଉପଦ୍ରବ ଯେ।ଗୁଁ ଆତଙ୍କିତ ଅବସ୍ଥାରେ ଲେ।କେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.