Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନୀଳଗିରିରେ ହାତୀ ଆତଙ୍କ ; ଘର ଭାଙ୍ଗିଲେ ହାତୀ ପଲ

23/12/2018 at 4:01 PM

ନୀଳଗିରି ୨୩|୧୨: ନୀଳଗିରିରେ ହାତୀ ଆତଙ୍କ । ସିଆଡିଆଳ ପଞ୍ଚାୟତ ସୁନ୍ଦରିଆ ଗାଁର ଭାଙ୍ଗିଲେ ଘର । ଉଜ୍ଜଳ ସିଂ ଓ ରାଜୁ ସିଂଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀ ପଲ । ଫଳରେ ବହୁ ଆସବାବ ପତ୍ର ଧାନ ଚାଉଳ ନଷ୍ଟ ହେ।ଇଯାଇଛି । ହାତୀ ଉପଦ୍ରବ ଯେ।ଗୁଁ ଆତଙ୍କିତ ଅବସ୍ଥାରେ ଲେ।କେ । 

   Related Posts