Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଭଣ୍ଡାରୀପୋଖରୀର ଆଗରପଡ଼ାରେ ହାତୀଙ୍କ ଉପଦ୍ରବ : ଘରଦ୍ବାର ଭାଙ୍ଗିଲେ ହାତୀ

30/06/2019 at 11:16 AM

ଭଦ୍ରକ ୩୦/୬: ଆଗରପଡା ଥାନା ପାଟକନା ଗାଁରେ ହାତୀ ଙ୍କ ଉପଦ୍ରବ। ସୂଚନା ଅନୁଯାୟୀ କିଛିଦିନ ହେବ ହଦଗଡ଼ ଅଭୟାରଣ୍ୟରୁ ଦଳେ ହାତୀ ଆସି ଭଦ୍ରକ ସୀମାନ୍ତ ଅଞ୍ଚଳରେ ଉପଦ୍ରଵ କରିଆସୁଥିଲେ ।

ବିଳମ୍ବିତ ରାତିରେ ଭଦ୍ରକ ଜ଼ିଲ୍ଲାର ଆଗରପଡା ଅଂଚଳକୁ ଦୁଇଟି ହାତୀ ପଶି ବହୁ ଘରଦ୍ବାର ଭାଙ୍ଗିଥିବା  ସୂଚନା ମିଳିଛି। ଯେଉଁଥିପାଇଁ ଲୋକମାନେ ବର୍ତମାନ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଘଟଣାସ୍ଥଳରେ ହଦଗଡ଼ ଜଙ୍ଗଲ  ବିଭାଗ ଓ ଭଦ୍ରକ ଜଙ୍ଗଲ ବିଭାଗଙ୍କ ମିଳିତ ଉଦ୍ୟମରେ ହାତୀ ଘଉଡାଇବା ଆରମ୍ଭ କରିଛନ୍ତି ।

   Related Posts