ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

Published By : Prameya-News7 Bureau | November 26, 2019 IST

ପାଟଣା ୨୬।୧୧: ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ହାତୀପଲଙ୍କ ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ କହିଛି

{"id":189935,"sizeSlug":"large"}

ସୂଚନାଯୋଗ୍ୟ ଯେ, ପାଟଣା ରେଞ୍ଜ ଅନ୍ତର୍ଗତ ଲୁଙ୍ଗା,ବାଲି ତୁଟା,ଗଣିଆବରେଇ ଅଞ୍ଚଳରେ ଏକର ଏକର ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଏହାସହ ଅମଳ ପାଇଁ ଥିବା ଶହଶହ ଧାନ ବିଡା ଖାଇଗଲେ ହାତୀପଲ । ହାତୀ ଉପଦ୍ରବରେ ଭୟଭୀତ ଲୋକେ ହାତୀ ଘଉଡାଇବା ପାଇଁ ଦାବି କରିଛନ୍ତି । ହାତୀପଲ ଏବେ କରଞ୍ଜିଆ ରେଞ୍ଜ  ବଡ଼ ଦେଉଳି ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.