Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦନ୍ତା ହାତୀର ଉତ୍ପାତ , ଧାନକଳକୁ ଭାଙ୍ଗିବା ସହ ଜଣଙ୍କୁ ଆକ୍ରମଣ

18/06/2020 at 7:52 AM

ତେଲକୋଇ ୧୮।୦୬: ତେଲକୋଇ ବନାଞ୍ଚଳ ଅଧିନସ୍ଥ ବାବିହାରୀପୁର ଗାଁରେ ଦନ୍ତାହାତୀର ଉତ୍ପାତ୍ତ । ହାତୀ ଉପଦ୍ରବରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିଭିନ୍ନ ଘର ଭାଙ୍ଗିବା ସହ ଜଣଙ୍କ ଆକ୍ରମଣ ପାଇଁ ମଧ୍ୟ ଗୋଡାଇଥିଲା । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଥିଲେ ମହିଳା ଜଣଙ୍କ ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟା ବେଳକୁ ଦନ୍ତାହାତୀ ଟି ଗାଁରେ ପଶିଥିଲା । ଗାଁରେ ଆମ୍ବ ପଣସ ଖାଇବା ସହ ଜଣେ ମହିଳା ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ତାଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା । ସେ ପ୍ରାଣ ବିକଳରେ ଦୌଡି ଘର ଭିତରେ ପଶି ଯାଇଥିଲେ । ସେପଟେ ଗାଁ ବାହାରେ ଥିବା ଧାନକଳ ଘରକୁ ମଧ୍ୟ ଭାଙ୍ଗି ପକାଇଥିଲା ଏବଂ ବାହାରେ ଥିବା ବାଇକକୁ ମଧ୍ୟ କଚାଡି ଦେଇଥିଲା । ଧାନକଳ ଘରେ ଶୋଇଥିବା ଧାନକଳ ଚାଳକ ଭୟରେ ଦୌଡି ପଳାଇ ଅଳ୍ପକେ ବର୍ତିଯାଇଥିଲେ ।                

   Related Posts