Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପୁଣି ନୀଳଗିରିରେ ହାତୀ ଆତଙ୍କ, ଘର ଭାଙ୍ଗିଲା ଦନ୍ତା ହାତୀ

14/03/2019 at 4:25 PM

ନୀଳଗିରି ୧୪|୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। କୁଲଡିହା ଅଭୟାରଣ୍ୟରୁ ହାତୀ ଆସି ପାଖ ଗାଁ ଗୁଡିକରେ ଉପଦ୍ରବ ଚଳାଇଛନ୍ତି। ଗତକାଲି ରାତିରେ ମଧ୍ୟ ଏକ ଦନ୍ତା ହାତୀ ଜଡିଦା ପଂଚାୟତ ଅଧିନ ଜୋକଲଣ୍ଡା ଗ୍ରାମରେ ଆତଙ୍କ ଖେଳାଇଥିଲା। ସେହି ଗାଁର ମହେଦ୍ର ପ୍ରଧାନଙ୍କ ଘରଟିକୁ ଭାଙ୍ଗି ଦେଇଥିବା ବେଳେ ବ୍ୟାପକ ଧାନ ଚାଉଳ ନଷ୍ଟ  କରିଛି। ଏପରିକି ବାଡ଼ିରେ ପରିବା ଫସଲ ନଷ୍ଟ କରିଥିବା ଜଣାପଡିଛି। ହାତୀ ଭୟରେ ରାତି ସାରା ପରିବାର ଅନ୍ୟତ୍ର ରହୁଥିବା ଜଣାପଡିଛି ।

   Related Posts