ହାତୀପଲଙ୍କ ଦୌରାତ୍ମ୍ୟରେ ଥରଥର ପାଟଣା ରେଞ୍ଚ, ଏକର ଏକର ଜମିମନ୍ଥି ଦେଲେ ୨୨ହାତୀ

Published By : Prameya-News7 Bureau | August 23, 2020 IST

ପାଟଣା ୨୩।୦୮:  ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ୨୨ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । ହାତୀ ଉପଦ୍ରବରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି ।

{"id":318797,"sizeSlug":"large"}

ହାତୀପଲ କରଞ୍ଜିଆ ରେଂଜରୁ ଆସି ପାଟଣା ରେଞ୍ଜର ଗୋରାଣ୍ଡି ଯୋଡି ବିଟ୍ ଅଧିନ ଗୋଜିଟାଙ୍ଗିରି,ଓ ବାଲିତୁଟା ଗ୍ରାମ ରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଖୁବ ଶୀଘ୍ର ବନ ବିଭାଗ ହାତୀପଲଙ୍କୁ ଅଞ୍ଚଳରୁ ଘଉଡାଇବା ସହିତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.