ଦେବଗଡ ଗୁଜାହୁଳି ଗାଁରେ ହାତୀ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ ସହ ଘର ଭାଙ୍ଗିଲେ
12/09/2018 at 1:58 PM

ଦେବଗଡ ୧୨|୯: ଦେବଗଡ ଜିଲ୍ଲା ରିଆମାଳ ଗୁଜାହୁଳି ଗାଁରେ ହାତୀ ଆତଙ୍କ । ଗାଁରେ ୫ରୁ ୭ଟି ହାତୀ ପଶି ଉପଦ୍ରବ ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗିଛନ୍ତି ହାତୀ । ହତୀ ଉପଦ୍ରକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ହାତୀଙ୍କୁ ଗାଁରୁ ଘଉଡ଼ାଇବା ପାଇଁ ବନ ବିଭାଗ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Related Posts
କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?
19 May 2022