Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୌଦ୍ବାରରୁ ହାତୀ ଛୁଆର ମୃତଦେହ ଉଦ୍ଧାର

15/05/2019 at 8:23 AM

ଚୌଦ୍ବାର ୧୫|୫: କଟକ ଚୌଦ୍ବାରରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । କଟକ ବନଖଣ୍ଡର ଡାଳିଯୋଡା ରେଞ୍ଜ ଜାମଣା ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ହାତୀମାନଙ୍କ ଦଳଚକଟାରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ହାତୀ ଛୁଆର ବୟସ ଏକ ମାସ ହେବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts