କୂଅରେ ପଡ଼ିଯାଇଥିବା ହାତୀ ଛୁଆ ଉଦ୍ଧାର
12/05/2018 at 10:23 AM

କୂଅରେ ପଡ଼ିଯାଇଥିବା ହାତୀ ଛୁଆ ଉଦ୍ଧାରକୁ ଉଦ୍ଧାର କରାଯାଇଛି
କାମାକ୍ଷାନଗର ପଶ୍ଚିମାଞ୍ଚଳ ଯାମୁଛାର ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ଗତକାଲି ହାତୀ ଛୁଆଟି ଖସି ପଡିଥିଲା
ହାତୀ ଛୁଆ ପଡିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ
ବନବିଭାଗ ଘଟଣାସ୍ଥଳରେ ପହଂଚି ଜେସିବି ଲଗାଇ ହାତୀ ଛୁଆକୁ ଉଦ୍ଧାର କରିଛି
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021