Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

କୂଅରେ ପଡ଼ିଯାଇଥିବା ହାତୀ ଛୁଆ ଉଦ୍ଧାର

12/05/2018 at 10:23 AM

କୂଅରେ ପଡ଼ିଯାଇଥିବା ହାତୀ ଛୁଆ ଉଦ୍ଧାରକୁ ଉଦ୍ଧାର କରାଯାଇଛି
କାମାକ୍ଷାନଗର ପଶ୍ଚିମାଞ୍ଚଳ ଯାମୁଛାର ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ଗତକାଲି ହାତୀ ଛୁଆଟି ଖସି ପଡିଥିଲା
ହାତୀ ଛୁଆ ପଡିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ
ବନବିଭାଗ ଘଟଣାସ୍ଥଳରେ ପହଂଚି ଜେସିବି ଲଗାଇ ହାତୀ ଛୁଆକୁ ଉଦ୍ଧାର କରିଛି

Leave a Reply

   Related Posts