କୂଅ ଭିତରେ ହାତୀ ଛୁଆ
Published By : Prameya-News7 Bureau | June 12, 2018 IST
ପରିତ୍ୟକ୍ତ କୂଅ ଭିତରେ ପଡିଗଲା ହାତୀ ଛୁଆ ... ଢେଙ୍କାନାଳ ଜିଲ୍ଲା ସଦର ବନାଞ୍ଚଳର ଚନ୍ଦ୍ରଶେଖର ପ୍ରସାଦ ନିକଟ କୂଅରେ ପଡିଗଲା ହାତୀ ଛୁଆ ... ହାତୀର ବୟସ ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ... ବନ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ...