ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ଆଠଗଡରେ ୬ମାସର ହାତୀ ଛୁଆର ମୄତ୍ୟୁ

21/08/2018 at 12:45 AM

ଆଠଗଡ଼ ୨୧/୮ : ଆଠଗଡ ଖୁଣ୍ଟୁଣି ରେଞ୍ଜ ଅଫିସରେ ହାତୀ ଛୁଆର ମୄତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ୬ମାସର ହାତୀ ଛୁଆର ମୃତ୍ୟୁ ହୋଇଛି । ଗତ ୧୬ ତାରିଖ ହାତୀପଲ ଖମାରନୂଆଗାଁରେ ପଶି ବ୍ୟାପକ ଧାନ ଖାଇବା ସହ ଫସଲ ନଷ୍ଟ କରିଥିଲେ । ହାତୀ ଛୁଆଟି କେନାଲକୁ ଖସି ପଡିଥିଲା । ହାତୀ ପଲ ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସକାଳ ହୋଇଯିବାରୁ ହାତୀ ପଲ ଜଙ୍ଗଲକୁ ପଳାଇଥିଲେ । ସ୍ଥାନୀୟ ଗ୍ରାମବାସୀ ହାତୀ ଛୁଆକୁ ଉଦ୍ଧାର କରି ବନ ବିଭାଗ ପ୍ରଥମେ ଗୁରୁଡ଼ିଝାଟିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ରେଞ୍ଜ ଅଫିସରେ ହାତୀ ଛୁଆର ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥା ଆଜି ହାତୀ ଛୁଆଟିର ମୃତ୍ୟୁ ହୋଇଛି ।

   Related Posts