Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ

12/06/2018 at 6:29 AM

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ … ଅଭୟାରଣ୍ୟର ଟୁଳୁକା ସେକ୍ସନ କମ୍ପାର୍ଟମେଣ୍ଟ ନଂ-୪ ରେ ହାତୀଟି ମାରିପଡିଛି … ଅଣ୍ଡିରା ହାତୀର ବୟସ ପାଖାପାଖି ୩ ରୁ ୪ ବର୍ଷ ହେବ … ହାତୀ ଛୁଆର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି … ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣା ପଡିବ …

Leave a Reply

   Related Posts