କାମାକ୍ଷାନଗର-ମହାବୀରରୋଡ୍ ରେଞ୍ଜ ବାଇଗଣିଆ ଗାଁରୁ ହାତୀ ଛୁଆ ଉଦ୍ଧାର

Published By : Prameya-News7 Bureau | September 14, 2019 IST

କାମାକ୍ଷାନଗର ୧୪।୯: ଛୁଆ ହାତୀ ଉଦ୍ଧାର । କାମାକ୍ଷାନଗର-ମହାବୀରରୋଡ୍ ରେଞ୍ଜ ବାଇଗଣିଆ ଗାଁରୁ ହାତୀଛୁଆକୁ ଉଦ୍ଧାର କରାଯାଇଛି । ହାତୀ ଛୁଆର ବୟସ ୧ମାସ ହେବ ବୋଲି ଅନୁମାନ କରାଯାଉଛି ।

ଛୁଆ ହାତୀଟି ହାତୀପଲ ଛାଡି ଚାଲି ଆସିଛି । ତେବେ ହାତୀଛୁଆଟି ଅସୁସ୍ଥ ଥିବାରୁ ବନବିଭାଗର ଏକ ଟିମ୍ ପହଞ୍ଚି ତାକୁ ଉଦ୍ଧାର କରିଛି । ଚିକିତ୍ସା ପାଇଁ ପରଜଙ୍ଗ ପ୍ରାଣୀ ଚିକିତ୍ସାଳୟକୁ ହାତୀଛୁଆକୁ ଅଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.