ଘରୁ ଟାଣି ଦଳିଦେଲା ହାତୀ

Published By : Prameya-News7 Bureau | June 26, 2018 IST

ଦଳିଦେଲା ହାତୀ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଲଙ୍କେଇ ଢିପାଟୋଲା ଗାଁରେ ଅଘଟଣ । ଶୋଇଥିବା ବେଳେ ଘରୁ ଟାଣିନେଲା ହାତୀ । ବିଲ ଭିତରେ ହାତୀ ତାଙ୍କୁ ଦଳିଦେଇଛି । ମୃତକ ହେଲେ ମୋଜେସ ଲୁଗୁନ । ହାତୀ ଆତଙ୍କ ଦେଖି ଲୋକେ ଆତଙ୍କିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.