Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆତଙ୍କ ଖେଳାଉଛନ୍ତି ୨ ହାତୀ, ନଷ୍ଟ କରୁଛନ୍ତି ଧାନ ଫସଲ

19/09/2021 at 9:01 AM

ପଦମପୁର, ୧୯|୦୯:   ହାତୀ ଉପଦ୍ରବ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ୍ ଅଞ୍ଚଳରେ ଦୁଇଟି ହାତୀ ଆତଙ୍କ ଖେଳାଇଛନ୍ତି । ଦୁଇ ହାତୀବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।

ବିଗତ ତିନି ଦିନ ହେବ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ଦୁଇ ଗୋଟି ହାତୀ ଆତଙ୍କ ଖେଲାଇଛନ୍ତି । ବର୍ତ୍ତମାନ ସମୟରେ ଧାନ ଫସଲ ହୋଇଛି ତେଣୁ ଫସଲ ଖାଇବା ପାଇଁ ସେମାନେ ବିଲକୁ ଆସି ଫସଲ ନଷ୍ଟ କରୁଛନ୍ତି ।

ବନ ବିଭାଗ ଲୋକଙ୍କୁ ସତର୍କ ରହିବା ପାଇଁ ଅବଗତ କରାଉଛି । ହେଲେ ଘଉଡାଇବା ପାଇଁ  କୌଣସି ପଦକ୍ଷେପ ନେଉ ନାହାଁନ୍ତି । ତେଣୁ ଏହି ଦୁଇ ହାତୀ ଅଞ୍ଚଳରେ ବ୍ୟାପକ କ୍ଷତି କରୁଛନ୍ତି । ଚାଷୀଙ୍କ ନିଦ ମଧ୍ୟ ହଜିଯାଇଛି। ବନବିଭାଗ ଏ ଦିଗରେ ତୁକନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

   Related Posts