କେତେ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦିଅନ୍ତି ଏହି ବଲିଉଡ ଷ୍ଟାର, ଜାଣିଲେ ଲାଗିବ ଝଟ୍‌କା

Published By : Prameya-News7 Bureau | September 03, 2019 IST

ମୁମ୍ବାଇ୩|୯: ଅଧିକାଂଶ ସମୟରେ ବିଦ୍ୟୁତ୍‌ ବିଲ୍‌ ପାଇଁ ଲୋକେ ଅନେକ ଅସୁବିଧା ସାମ୍ନା କରନ୍ତି। ସାଧାରଣ ଲୋକଙ୍କର ଅଧିକ ବିଲ୍‌ ଆସିବା ଏକ ସମସ୍ୟା ହୋଇଯାଏ ଓ ଏହା ତାଙ୍କ ଜୀବନରେ ପ୍ରଭାବ ପକାଏ। ହେଲେ ଧନୀ ଲୋକଙ୍କର କୌଣସି ଫରକ ପଡେ ନାହିଁ। ଅଧିକ ବିଦ୍ୟୁତ୍‌ ବିଲ ଆସିଲେ ମଧ୍ୟ ଏହା ତାଙ୍କ ଜୀବନରେ କୌଣସି ପ୍ରଭାବ ପକାଏ ନାହିଁ। ସେହିଭଳି ବଲିଉଡର କିଛି ଟପ୍‌ ସେଲିବ୍ରିଟିଙ୍କର ବିଦ୍ୟୁତ୍‌ ବିଲ ବିଷୟରେ ଜାଣିଲେ ଲୋକେ ଆଚମ୍ବିତ ହୋଇଯିବେ।

{"id":152493}

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୁମ୍ବାଇ ଘରେ ପ୍ରତି ମାସ ୧୦ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ସେ ପୈଠ କରନ୍ତି।

{"id":152494,"width":561,"height":421}

ଉଭୟ ବଲିଉଡ ଓ ହଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରତି ମାସ ୧୩ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ପୈଠ କରନ୍ତି।

{"id":152495}

ଅଭିନେତା ଆମୀର ଖାନଙ୍କ ବାନ୍ଦ୍ରାରେ ଥିବା ଘରର ବିଦ୍ୟୁତ୍‌ ବିଲ ପ୍ରତି ମାସ ୨୨ ଲକ୍ଷ ଟଙ୍କା ଆସେ।

{"id":152496}

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଜୁହୁରେ ଥିବା ବଙ୍ଗଳାର ବିଦ୍ୟୁତ୍‌ ବିଲ ପ୍ରତି ମାସ ୨୨ ଲକ୍ଷରୁ ଅଧିକ ଆସେ। ସେଠାରେ ସେ ତାଙ୍କ ପୂରା ପରିବାର ସହ ରୁହନ୍ତି।

{"id":152497}

ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ପ୍ରତି ମାସ ସେ ୨୩ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ପୈଠ କରନ୍ତି।   

{"id":152499}

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ କେବଳ ନିଜ କେବୀନର ବିଦ୍ୟୁତ୍‌ ବିଲ୍‌ ୩୦ ଲକ୍ଷ ଟଙ୍କା ପ୍ରତି ମାସ ପୈଠ କରନ୍ତି।  

{"id":152498}

ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଘର ମନ୍ନତରେ ପ୍ରତି ମାସ ୪୩ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ ଆସେ।  

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.