ବ୍ରହ୍ମପୁରରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ନିଆଁ

Published By : Prameya-News7 Bureau | August 07, 2019 IST

ବ୍ରହ୍ମପୁର ୭|୮: ବ୍ରହ୍ମପୁରରେ ଅଘଟଣ । ବିଜିପୁର ପୋଖରୀ ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫରମରରେ ନିଆଁ । ଟ୍ରାନ୍ସଫରମର ହୁତୁ ହୁତୁ ହୋଇ ଜଳୁଛି । ବର୍ଷା ହୋଇଥିବାରୁ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.