ସର୍ଟ ସର୍କିଟ୍ ଯୋଗୁଁ ହୁତ୍ ହୁତ୍ ହୋଇଗଲା ଜଳିଗଲା ବିଦ୍ୟୁତ୍ ଖୁଣ୍ଟ

Published By : Prameya-News7 Bureau | December 26, 2019 IST

ଜୟପୁର ୨୬।୧୨: ସର୍ଟ ସର୍କିଟ୍ ଯୋଗୁଁ ହୁତ୍ ହୁତ୍ ହୋଇଗଲା ଜଳିଗଲା ବିଦ୍ୟୁତ୍ ଖୁଣ୍ଟ । ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଜୀବନ ବିକଳରେ ଯିଏ ଯୁଆଡେ ଧାଇଁଲେ । ଘଟଣା ଘଟିଛି ଜୟପୁର ଏନକେଟି ରୋଡ୍ ପରଜା ସାହି ନିକଟରେ । ତେବେ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନି । ଆଜି ବ୍ୟସ୍ତ ବହୁଳ ରାସ୍ତା କଡରେ ଥିବା ଏହି ବିଦ୍ୟୁତ୍ ଖୁଣ୍ଟରେ ଗତକାଲି ରାତି ପାଖାପାଖି ସାଢେ ୯ଟା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ବିଦ୍ୟୁତ୍ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.