ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ; ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର

Published By : Prameya-News7 Bureau | August 29, 2018 IST

ଭୁବନେଶ୍ୱର ୩୦/୮ : ୨୦୧୯ ନିର୍ବାଚନ ପାଇଁ ଚାଲିଛି ପ୍ରାକ୍ ପ୍ରସ୍ତୁତି । ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ବୈଠକରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ଇଭିଏମ୍ ମେସିନ, ବାଲଟ ପେପର, ମୁକ୍ତଅବାଧ ନିର୍ବଚନ, ଭୋଟର ଲିଷ୍ଟ ସଂଶୋଧନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଦୁଇ ଦିନ ତଳେ କେନ୍ଦ୍ରରେ ମଧ୍ୟ ନିର୍ବାଚନ କମିଶନ ବୈଠକ କରିଥିଲେ । ବର୍ତ୍ତମାନ ରାଜ୍ୟରେ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.