Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଢ଼ଶହ ଟଙ୍କା ପାଇଁ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା

11/08/2018 at 6:28 AM

ସୁନ୍ଦରଗଡ଼ ୧୧/୮ : ରାଜଗାଙ୍ଗପୁରରେ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ଦେଢ଼ଶହ ଟଙ୍କା ପାଇଁ ବୃଦ୍ଧ।କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ମୃତକ ଜଣକ ହେଲେ କଲରା ବାଗେ । ହତ୍ୟା ଅଭିଯେ।ଗରେ ଜଣକୁ ଗିରଫ କରି ଅଧିକ ତଦନ୍ତ କରୁଛି ପେ।ଲିସ । ଗିରଫ ଯୁବକ ହେଲେ ଜେ।ହରାମୁଣ୍ଡା କେରାଟେ।ଲିର ସରେ।ଜ ଡୁଙ୍ଗଡୁଙ୍ଗ । କାମ କରିବାକୁ ବୃଦ୍ଧା ଜଣକୁ ଦେଢ଼ଶହ ଟଙ୍କା ଦେଇଥିଲା ସରେ।ଜ । ହେଲେ ବୃଦ୍ଧା ଜଣକ ଟଙ୍କା ନେଇ କାମକୁ ଆସିନଥିବାରୁ ତାକୁ ହତ୍ୟା କରିଥିବା କହିଛି ହତ୍ୟାକାରୀ ।

   Related Posts