ଦେଢ଼ଶହ ଟଙ୍କା ପାଇଁ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା

Published By : Prameya-News7 Bureau | August 11, 2018 IST

ସୁନ୍ଦରଗଡ଼ ୧୧/୮ : ରାଜଗାଙ୍ଗପୁରରେ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ଦେଢ଼ଶହ ଟଙ୍କା ପାଇଁ ବୃଦ୍ଧ।କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ମୃତକ ଜଣକ ହେଲେ କଲରା ବାଗେ । ହତ୍ୟା ଅଭିଯେ।ଗରେ ଜଣକୁ ଗିରଫ କରି ଅଧିକ ତଦନ୍ତ କରୁଛି ପେ।ଲିସ । ଗିରଫ ଯୁବକ ହେଲେ ଜେ।ହରାମୁଣ୍ଡା କେରାଟେ।ଲିର ସରେ।ଜ ଡୁଙ୍ଗଡୁଙ୍ଗ । କାମ କରିବାକୁ ବୃଦ୍ଧା ଜଣକୁ ଦେଢ଼ଶହ ଟଙ୍କା ଦେଇଥିଲା ସରେ।ଜ । ହେଲେ ବୃଦ୍ଧା ଜଣକ ଟଙ୍କା ନେଇ କାମକୁ ଆସିନଥିବାରୁ ତାକୁ ହତ୍ୟା କରିଥିବା କହିଛି ହତ୍ୟାକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.