ବାଲେଶ୍ବରରେ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ
15/10/2018 at 11:35 AM

ବାଲେଶ୍ବର ୧୫/୧୦ : ବାଲେଶ୍ବର ସଦର ବ୍ଲକ ବଇସା ଗାଁରେ ଅଘଟଣ ଘଟିଛି | କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ହେଲେ ବଳଭଦ୍ର ବେହେରା | ରାତିରେ ଶୋଇଥିବା ବେଳେ ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା | ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭିଜି ଭୁଷୁଡି ପଡିଥିବା ଆଶଙ୍କା କରାଯାଉଛି |