ସାନ ଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ବଡ ଭାଇଙ୍କ ପରିବାର ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | June 07, 2019 IST

ମହାକାଳପଡା ୭|୬: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ରାମକଣି ଗାଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସାନ ଭାଇ ଓ ତାଙ୍କ ସ୍ତ୍ରୀକୁ ଗାଁ ଦାଣ୍ଡରେ ବାନ୍ଧି ବାଡେଇଛନ୍ତି ବଡ ଭାଇଙ୍କ ପରିବାର । ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇ ଅଜୟ ବେହେରାଙ୍କୁ ବାନ୍ଧି ନିସ୍ତୁକ ମାଡ ମାରାଯାଇଥିବା ଅଭିଯୋଗ ହୋଇଛି । ମହାକାଳପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.