ସମ୍ପତି ଲୋଭ : ସୋରରେ ସାନ ଭାଇ ଆକ୍ରମଣରେ ବଡ଼ ଭାଇ ଗୁରୁତର

Published By : Prameya-News7 Bureau | March 17, 2019 IST

ବାଲେଶ୍ବର ୧୭/୩: ବାଲେଶ୍ବର ଖଇରା ଥାନା ରଟିଣା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାନ ଭାଇର କଟୁରୀ ଚୋଟରେ ବଡଭାଇ ଗୁରୁତର ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଆକ୍ରମଣ କରିଛି ସାନଭାଇ ।

{"id":94333,"width":595,"height":334}

ଗୁରୁତର ଅବସ୍ଥାରେ ବଡଭାଇ ବିଦ୍ୟାଧର ନାୟକଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ସାନ ଭାଇ କରୁଣାକର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଖଇରା ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.