Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଚୋରି ପଶ୍ଚିମବଙ୍ଗରୁ, ବିକ୍ରି ଓଡିଶାରେ : ଜବତ ହେଲା ୮ଟି ଚୋରି ଦାମୀ ଗାଡି

31/12/2019 at 12:25 PM

ଭୁବନେଶ୍ବର ୩୧।୧୨: ଚୋରି ପଶ୍ଚିମ ବଙ୍ଗରୁ, ଆଉ ବିକ୍ରି ହୁଏ ଓଡିଶାରେ । ଗୋଟିଏ ନୁହେଁ  କି ଦୁଇଟି ଏଭଳି ୮ଟି ଚୋରି ଦାମିଗାଡି ଜବତ କରିଛି କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଖଣ୍ଡଗିରି ପୋଲିସ ।  ପଶ୍ଚିମବଙ୍ଗରୁ ଏହାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏବେ ସେଠାରେ ଡେରା ପକାଇ ଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରୁ ଗାଡି ଚୋରି କରିବା ପରେ ଏହାକୁ ଓଡିଶା ପଠାଯାଉଥିଲା । ଏଠାରେ ଥିବା ଦଲାଲ ଗ୍ରାହକ ବୁଝି ୨୦ ଲକ୍ଷ ଟଙ୍କାର ଗାଡିକୁ ମାତ୍ର ୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ । ତେବେ ଏଠାରେ ଥିବା ଦଲାଲ ଗ୍ରାହକମାନଙ୍କୁ କେବଳ ଗୋଟିଏ ଆକାଉଣ୍ଟ ନମ୍ବର ଦେଉଥିଲେ। ଯେଉଁଥିରେ ଗାଡି କିଣୁଥିବା ମାଲିକମାନେ ଟଙ୍କା ପଠାଉଥିଲେ । ଆଉ ସେଥିରୁ ଗାଡି ଚୋରି କରୁଥିବା ଟିମ୍ ସହ ଦଲାଲଙ୍କ ଆକାଉଣ୍ଟକୁ ସେମାନଙ୍କର ସେୟାର ଆସୁଥିଲା ।

   Related Posts