Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଗାତ ଭିତରେ ପଶିଥିବା ଅଜଗରକୁ ଉଦ୍ଧାର କଲା ବନ ବିଭାଗ

4/02/2020 at 5:10 PM

ଚାନ୍ଦବାଲି ୦୪।୦୨: ୮ଫୁଟିଆ ଅଜଗର ସାପ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା କଇଥକୋଲା ରୋଡ ପାଇକସାହି ନିକଟରେ ଥିବା ଏକ ବିଲରୁ ଅଜଗର ସାପ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବା ସହ ସାପଟିକୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ,  ଚାନ୍ଦବାଲି ବ୍ଲକ ଧାମରା କଇଥକୋଲା ରୋଡ ପାଇକସାହି ନିକଟରେ ଥିବା  ବିଲରେ ସ୍ଥାନୀୟଲୋକ ଅଜଗର ସାପଟିକୁ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲା । ବନବିଭିଗ ତତ୍‌କ୍ଷଣତା ଘଟଣାସ୍ଥଳରେ ପହଞ୍ଚି ଗାତ ଭିତରେ ପଶିଥିବା ସାପଟିକୁ ଜେସିବି ମେସିନ ସାହାର୍ଯ୍ୟରେ ଉଦ୍ଧାର କରିଛି । ତେବେ ଉଦ୍ଧାର ସାପଟିକୁ ନିକଟସ୍ଥ କାଳିଭଞ୍ଜଡିଆ ଜଙ୍ଗଲରେ ଛାଡିଦିଆଯାଇଛି ।

   Related Posts