ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ମୃତ

Published By : Prameya-News7 Bureau | November 20, 2019 IST

ଆସାମ ୨୦।୧୧:  ଆାସାମ ଉଦାଳଗୁରୀ ଜିଲ୍ଲାରେ ଟ୍ରକ-କାର ମଧ୍ୟରେ  ଦୁର୍ଘଟଣା ଘଟି ଆଠଜଣଙ୍କ ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ହିଁ ଗାଡିରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି । କାର ଯୋଗେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କ ମୃତଦେହକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇବା ସହ ଦୁର୍ଘଟଣାର ଶୀକାର ହୋଇଥିବା ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.