Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଲୁଟେରା ଗ୍ୟାଙ୍ଗ୍ ଠାବ ; କିଙ୍ଗପିନ୍ ସହ ୮ଗିରଫ, ବନ୍ଧୁକ ମାରଣାସ୍ତ୍ର ଜବତ

30/01/2019 at 9:42 AM

ବଲାଙ୍ଗିର ୩୦|୧:  ବଲାଙ୍ଗିର ପୋଲିସକୁ  ବଡ  ସଫଳତା ।  ପୋଲିସକୁ ନାକେଦମ କରିଥିବା  ଲୁଟେରା  ଗ୍ୟାଙ୍ଗକୁ  ଠାବ  କରିବା  ସହ  କିଙ୍ଗପିନ୍   ସହ  ଆଠ  ଜଣଙ୍କୁ ଗିରଫ  କରିଛି । ଲୁଟେରାଙ୍କଠାରୁ ବାଇକ, ଦେଶୀ ପିସ୍ତଲ, ନଗଦ  ଟଙ୍କା  ସମେତ  ବହୁ ମୋବାଇଲ  ଜବତ  ହୋଇଛି ।  ଚକମା  ଦେଇ ଫେରାର ମାରୁଥିବା  ଏହି   ଗ୍ୟାଙ୍ଗ  ଉପରୁ  ପରଦା  ହଟାଇବାରେ  ସଫଳ  ହୋଇଛି  ପୋଲିସ । ଗୁଳି  ଫୁଟାଇ  ଲୁଟ କରି  ଫେରାର  ମାରୁଥିଲେ   ଏହି  ଲୁଟେରାମାନେ । କେତେବଳେ  ଏମାନଙ୍କ ଶିକାର  ହେଉଥିଲେ ମଦଭାଟି  କର୍ମଚାରୀ  ତ  ଆଉ  କେତେବେଳେ  ବ୍ୟାଙ୍କ  ।

   Related Posts