Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ବଜ୍ରପାତରେ ୮ ଗୋରୁ ମୃତ, ବ୍ରାହ୍ମଣୀ ନଦୀପଠାରୁ ମୃତଦେହ ଠାବ

29/09/2021 at 5:14 PM

ଭୁବନ ୨୯।୯: ବଜ୍ରପାତରେ ୮ଟି ଗୋରୁଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଭୁଷଳ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାରେ ସମସ୍ତ ଗୋରୁଙ୍କ ମୃତଦେହ ଠାବ ହୋଇଥିଲା ।  ବୁଧବାର ଦିନ ୩ଟା ବେଳେ ବର୍ଷା ସହିତ ଘଡଘଡି ମାରିଥିଲା । ତେବେ ଗୋରୁ ଗୁଡିକ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ମୃତ ଗୋରୁମାନଙ୍କ ମଧ୍ୟରୁ ଭୁଷଳ ଗ୍ରାମର ନିରାକାର ମାହୁନ୍ତଙ୍କର ଦୁଇଟି, ପ୍ରେମାନନ୍ଦ ଦାଶଙ୍କର ଗୋଟିଏ ବାଛୁରୀ, ଭଞ୍ଜ ମଳିକଙ୍କର ଗୋଟିଏ, ସତ୍ୟାନନ୍ଦ ମିଶ୍ରଙ୍କର ଗୋଟିଏ, ଶଶି ଶେଖର ପାଣିଗ୍ରାହୀ ଗୋଟିଏ,ପ୍ରଫୁଲ୍ଲ ଦାସଙ୍କର ଗୋଟିଏ ଆଉ ଗୋଟିଏ କାହାର ତାହା ଜଣାପଡି ନଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଆରଆଇ ପହଞ୍ଚି ତଦନ୍ତ ଚଳାଇ ଗୋରୁମାନଙ୍କର କ୍ଷତିପୂରଣ ଦିଆଯିବ ବୋଲି ଜଣାପଡିଛି ।

   Related Posts