ଆଜି ଇଦ୍ ;ସାରା ଦେଶରେ ଦେଖିବାକୁ ମିଳିଛି ଇଦ୍ ର ଧୁମ

Published By : Prameya-News7 Bureau | June 16, 2018 IST

ଆଜି ଇଦ୍ । ମୁସଲମାନ ସମ୍ପ୍ରଦାୟର ବଡ ପର୍ବ । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଇଦ୍ ର ଧୁମ । ସେହିପରି ଇଦ୍ ପାଇଁ ସଜେଇ ହୋଇଛି ରାଜ୍ୟର ସବୁ ମସଜିଦ୍ । ଏଥିସହ ରମଜାନ୍ ମାସର ଉପବାସର ଅବସାନ ଘଟିଛି । ନୂଆ ପୋଷାକ ପିନ୍ଧି ମସଜିଦ୍ ଇଦଗାହାରେ ସମବେତ ନମାଜ ପାଠ କରିଛନ୍ତି ପୁରୁଷ । ଆଉ ମହିଳାମାନେ ଘରେ ନମାଜ ପାଠ କରିଛନ୍ତି । ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.