Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆଜି ଇଦ୍ ;ସାରା ଦେଶରେ ଦେଖିବାକୁ ମିଳିଛି ଇଦ୍ ର ଧୁମ

16/06/2018 at 5:05 AM

ଆଜି ଇଦ୍ । ମୁସଲମାନ ସମ୍ପ୍ରଦାୟର ବଡ ପର୍ବ । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଇଦ୍ ର ଧୁମ । ସେହିପରି ଇଦ୍ ପାଇଁ ସଜେଇ ହୋଇଛି ରାଜ୍ୟର ସବୁ ମସଜିଦ୍ । ଏଥିସହ ରମଜାନ୍ ମାସର ଉପବାସର ଅବସାନ ଘଟିଛି । ନୂଆ ପୋଷାକ ପିନ୍ଧି ମସଜିଦ୍ ଇଦଗାହାରେ ସମବେତ ନମାଜ ପାଠ କରିଛନ୍ତି ପୁରୁଷ । ଆଉ ମହିଳାମାନେ ଘରେ ନମାଜ ପାଠ କରିଛନ୍ତି । ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts