ପାରିପଦା୫/୮: ନ୍ୟୁଜ ସେଭେନ୍ରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜିଲ୍ଲା ପ୍ରଶାସନ। ବାରିପଦାସ୍ଥିତ ୨୭ ନମ୍ବର ୮୦ ବର୍ଷିୟା ରାଲ ସିଂଙ୍କୁ ନ୍ୟାୟ ମିଳିଛି। ସେବା ବଦଳରେ ସଉଦା ଶୀର୍ଷକ ଖବର ପ୍ରକାଶ ପାଇଥିଲା। ବୁଢ଼ୀ ମାଆର ସେବା ବଦଳରେ ଝିଅ ସମ୍ପତ୍ତି ଦାବି କରିଥିଲେ। ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଲଙ୍କୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି। ଏଭଳି ଖବର ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିଥିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଜଣାଇଛନ୍ତି।
wp:html /wp:htmlପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍...