Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାନ୍ଦବାଲିରେ ‘ବୁଲ୍‌ବୁଲ୍’ ପ୍ରଭାବରେ ଉପୁଡିଲା ବଡ ବଡ ଗଛ, ମାଛଧରା ବୋଟ୍ ନିଖୋଜ

ଚାନ୍ଦବାଲି ୯।୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବାତ୍ୟା ‘ବୁଲବୁଲ’ର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଅଧିକ ରହିଛି । ପବନର ବେଗ ବହୁତ ଥିବାରୁ ଚାନ୍ଦବାଲି ଏବଂ ଧାମରା ଅଂଚଳରେ ବହୁତ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବଡ ବଡ ଗଛ ମଧ୍ୟ ଉପୁଡି ପଡିଛି ।

ଧାମରା କାଳିନାଳୀ ଘାଟ ନିକଟରେ ଏକ ମାଛଧରା ବୋଟ୍ ଲହଡିରେ ବୁଡିଯାଇଥିବା ମଧ୍ୟ ସୂଚନା ମିଳିଛି ।

183 Views

   ସମ୍ବନ୍ଧିତ ଖବର