Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବାଲେଶ୍ୱର ଶିକ୍ଷା ବିଭାଗରେ ଦୁର୍ନୀତି

25/08/2018 at 11:10 AM

ବାଲେଶ୍ବର ଶିକ୍ଷା ବିଭାଗରେ ଦୁର୍ନୀତି ପ୍ରିୟାପ୍ରିତି ନେଇ ଅଭିଯୋଗ କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ବେଆଇନ ନିଲମ୍ବନ, ଚୁପ୍ଚାପ ପୁନଃ ଥଇଥାନ ଆଉ ଅବସର ପରେ ବି ମିଳୁନି ପେନସନ୍ ।ତାଙ୍କ ଗୁହାରୀ ଶୁଣୁନାହାନ୍ତି କେହି । ଏମିତି ଅଭିଯୋଗ ବେଳେ ଶିକ୍ଷକ ଜଣକ ତାଙ୍କର ଜଣେ ପୂର୍ବତନ ସହକର୍ମୀ ମହିଳା ଶିକ୍ଷୟତ୍ରୀଙ୍କ ବିରୋଧରେ ବି ନିଯୁକ୍ତି ଜାଲିଆତି ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ।ଏହାକୁ ନେଇ ସାରା ଜିଲ୍ଲାରେ ଜୋର ଚର୍ଚ୍ଚା।

   Related Posts