ବାଲେଶ୍ୱର ଶିକ୍ଷା ବିଭାଗରେ ଦୁର୍ନୀତି

Published By : Prameya-News7 Bureau | August 25, 2018 IST

ବାଲେଶ୍ବର ଶିକ୍ଷା ବିଭାଗରେ ଦୁର୍ନୀତି ପ୍ରିୟାପ୍ରିତି ନେଇ ଅଭିଯୋଗ କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ବେଆଇନ ନିଲମ୍ବନ, ଚୁପ୍ଚାପ ପୁନଃ ଥଇଥାନ ଆଉ ଅବସର ପରେ ବି ମିଳୁନି ପେନସନ୍ ।ତାଙ୍କ ଗୁହାରୀ ଶୁଣୁନାହାନ୍ତି କେହି । ଏମିତି ଅଭିଯୋଗ ବେଳେ ଶିକ୍ଷକ ଜଣକ ତାଙ୍କର ଜଣେ ପୂର୍ବତନ ସହକର୍ମୀ ମହିଳା ଶିକ୍ଷୟତ୍ରୀଙ୍କ ବିରୋଧରେ ବି ନିଯୁକ୍ତି ଜାଲିଆତି ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ।ଏହାକୁ ନେଇ ସାରା ଜିଲ୍ଲାରେ ଜୋର ଚର୍ଚ୍ଚା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.