Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି

4/12/2020 at 7:18 PM

ନୂଆଦିଲ୍ଲୀ ୪।୧୨: ଫେରାର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏଥିରେ ଫ୍ରାନ୍ସରେ ଥିବା ତାଙ୍କର ୧.୬ ମିଲିୟନ ୟୁରୋ ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି। ଏ ନେଇ ଇଡି ଶୁକ୍ରବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଇଡିଙ୍କ ନିବେଦନ ଅନୁସାରେ ଫ୍ରାନ୍ସ କର୍ତ୍ତୃପକ୍ଷ ମାଲ୍ୟାଙ୍କ ‘ଫୋଚ୍‌’ ୩୨, ଏଭେନ୍ୟୁରେ ଥିବା ଘରକୁ ଜବତ କରିଛନ୍ତି।

ଫ୍ରାନ୍ସରେ ଜବତ ହୋଇଥିବା ମାଲ୍ୟାଙ୍କ ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ଅନୁନ୍ୟ ୧୪.୩୪କୋଟି ଟଙ୍କା ହେବବୋଲି କୁହାଯାଇଛି। ଇଡିଙ୍କ ତଦନ୍ତ କାଳରେ କିଙ୍ଗଫିସର ଏୟାରଲାଇନ ଲିମିଟେଡ ବ୍ୟାଙ୍କ ଖାତାରୁ ବିଦେଶରେ ମୋଟା ରକମର ଅର୍ଥ ବାହାର କରାଯାଇଥିବା ଜଣାପଡିଥିଲା। ସୂଚନା ଯୋଗ୍ୟଯେ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କ କନସୋର୍ଟିୟମଙ୍କ ହଜାରେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ଅଛନ୍ତି। ସେ ଏବେ ବ୍ରିଟେନରେ ଅବସ୍ଥାନ କରୁଥିବା ବେଳେ ତାଙ୍କୁ ଭାରତ ପ୍ରତ୍ୟାର୍ପିତ କରିବା ଲାଗି ଉଦ୍ୟମ କରାଯାଉଛି।

   Related Posts