Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଇଡି ସ୍କାନରରେ ଅଭିନେତା ନିର୍ଦ୍ଦେଶକ ଶ୍ରୀତମ ଦାସ

3/07/2018 at 9:23 AM

ଇଡି ସ୍କାନରରେ ଅଭିନେତା ନିର୍ଦ୍ଦେଶକ ଶ୍ରୀତମ ଦାସ …ଆଜି ଇଡିରେ ହାଜର ହୋଇଛନ୍ତି ଶ୍ରୀତମ ଦାସ… ଷ୍ଟାର କନସଲାଟାନ୍ସି ମୁଖ୍ୟ ତ୍ରୀବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ପଚରା ଉଚରା କରାଯାଉଛି … ତୁ ଥା ମୁଁ ଯାଉଛି ଋଷି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଅଭିଯୋଗରେ ଜେରା କରୁଛି ଇଡି …ଫିଲ୍ମର ନିର୍ଦେଶନା ଦେଇଥିଲେ ଶ୍ରୀତମ ଦାସ…

   Related Posts