ଇଡି ସ୍କାନରରେ ଅଭିନେତା ନିର୍ଦ୍ଦେଶକ ଶ୍ରୀତମ ଦାସ

Published By : Prameya-News7 Bureau | July 03, 2018 IST

ଇଡି ସ୍କାନରରେ ଅଭିନେତା ନିର୍ଦ୍ଦେଶକ ଶ୍ରୀତମ ଦାସ ...ଆଜି ଇଡିରେ ହାଜର ହୋଇଛନ୍ତି ଶ୍ରୀତମ ଦାସ... ଷ୍ଟାର କନସଲାଟାନ୍ସି ମୁଖ୍ୟ ତ୍ରୀବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ପଚରା ଉଚରା କରାଯାଉଛି ... ତୁ ଥା ମୁଁ ଯାଉଛି ଋଷି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଅଭିଯୋଗରେ ଜେରା କରୁଛି ଇଡି ...ଫିଲ୍ମର ନିର୍ଦେଶନା ଦେଇଥିଲେ ଶ୍ରୀତମ ଦାସ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.