Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଗୁରୁଃଗ୍ରାମରେ ଆତଙ୍କବାଦୀ ହାଫିଜ ସଇଦ ସହ ଜଡିତ ବନଗଲା ଜବତ କଲା ଇଡି : ବଙ୍ଗଳାର ମୂଲ୍ୟ ୧ କୋଟି

12/03/2019 at 4:09 PM

ଦିଲ୍ଲୀ ୧୨/୩ : ପ୍ରବର୍ତ୍ତନ ନିର୍ଦେଶାଳୟ ଗୁରୁଃଗ୍ରାମରେ ଲସ୍କର ପ୍ରମୁଖ ହାଫିଜ ସଇଦ ସହ ଜଡିତ ଏକ ଭୀଲ୍ଲା ଜବତ କରିଛି | ଏହି ଭୀଲ୍ଲା ବା ବଙ୍ଗଳାର ମୂଲ୍ୟ ୧.୦୩ କୋଟି ଟଙ୍କା | ଏହି ଭୀଲ୍ଲା ଶ୍ରୀନଗରର ବ୍ୟବସାୟୀ ଜହୁର ଅହମଦ ଶାହର ଥିଲା ଯାହାକୁ ହାଫିଜ କିଣିଥିଲେ | ଲସ୍କର ପ୍ରମୁଖ ହାଫିଜ ସଇଦ ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ହମଲାର ମାଷ୍ଟର ମାଇଣ୍ଡ ଥିଲା | ଏହା ପୂର୍ବରୁ ଜହୁର ଅହମଦକୁ ଏନଆଇଏ ଅଗଷ୍ଟ ମାସରେ ଆତଙ୍କବାଦ ଫଣ୍ଡ ମାମଲାରେ ଗିରଫ କରିଥିଲା |


ପ୍ରବର୍ତ୍ତନ ନିର୍ଦେଶାଳୟ ଅନୁଯାୟୀ, ଏହି ଭୀଲ୍ଲା ପାକିସ୍ତାନ ସ୍ଥିତ ଫଳାହ-ଏ-ଇନ୍ସାନିୟତ ଫାଉଣ୍ଡେସନ ତରଫରୁ ଟଙ୍କା ମିଳିବା ପରେ କିଣା ଯାଇଥିଲା | ଏହି ଫାଉଣ୍ଡେସନକୁ ସଇଦ ଚଲାଇଥାଏ | ଯାଞ୍ଚ ଏଜେନ୍ସି କହିବାନୁଯାୟୀ, ଭୀଲ୍ଲା ଦୁବାଇରୁ ଆସିଥିବା ଟଙ୍କାରେ କିଣା ଯାଇଛି | ଆତଙ୍କବାଦ କାରବାର ସ୍ପନସର କରିବା ପାଇଁ ଟଙ୍କା ପାଠ ଯାଇଥିଲା |


ଏନଆଇଏ ଯାଞ୍ଚ ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏକ ମାମଲା ରୁଜ୍ଜୁ କରିଛି | ଏହାପରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରାଯିବ | ସଲମାନ ନାମକ ଯୁବକକୁ ମଧ୍ୟ ପାକିସ୍ତାନର ଏଫଆଇଏଫ ଏବଂ ଦୁବାଇରୁ ଆତଙ୍କବାଦ କାରବାର ପାଇଁ ଟଙ୍କା ପଠାଯାଇଥିଲା |

   Related Posts