Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂଷଣ ପାଓ୍ୱାର ଓ ଷ୍ଟିଲ୍‌ କାରଖାନାର ୪୦୨୫ କୋଟି ଟଙ୍କା ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

ଭୁବନେଶ୍ୱର – ପ୍ରବର୍ତ୍ତନ ନିର୍ଦେଶାଳୟ ଭୂଷଣ ପାଓ୍ୱାର ଓ ଷ୍ଟିଲ୍‌ କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ କରିଛି । ବ୍ୟାଙ୍କରୁ ଜାଲ୍‌ ପ୍ରମାଣପତ୍ର ଦେଖାଇ ଋଣ ନେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କମ୍ପାନୀର ସିଂଘଲ୍‌ ଫ୍ୟାମିଲି ଜାଲ୍‌ କାଗଜପତ୍ର ଦେଖାଇ ପ୍ରାୟ୫୫୦୦ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା । ଅଦାଲତ କାରଖାନାର ସମ୍ପତ୍ତି ଜବତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦେଶ ଅନୁସାରେ ଇଡି କମ୍ପାନୀର ସମ୍ପତ୍ତି ଜବତ କରିବା ସହ ୧୮୦ ଦିନ ପାଇଁ ସମ୍ବଲପୁର ଥିବା କାରଖାନାକୁ ସିଲ୍‌ କରିଛି ।

403 Views

   ସମ୍ବନ୍ଧିତ ଖବର