ଭୂଷଣ ପାଓ୍ୱାର ଓ ଷ୍ଟିଲ୍‌ କାରଖାନାର ୪୦୨୫ କୋଟି ଟଙ୍କା ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

Published By : Prameya-News7 Bureau | October 12, 2019 IST

ଭୁବନେଶ୍ୱର - ପ୍ରବର୍ତ୍ତନ ନିର୍ଦେଶାଳୟ ଭୂଷଣ ପାଓ୍ୱାର ଓ ଷ୍ଟିଲ୍‌ କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ କରିଛି । ବ୍ୟାଙ୍କରୁ ଜାଲ୍‌ ପ୍ରମାଣପତ୍ର ଦେଖାଇ ଋଣ ନେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କମ୍ପାନୀର ସିଂଘଲ୍‌ ଫ୍ୟାମିଲି ଜାଲ୍‌ କାଗଜପତ୍ର ଦେଖାଇ ପ୍ରାୟ୫୫୦୦ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା । ଅଦାଲତ କାରଖାନାର ସମ୍ପତ୍ତି ଜବତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦେଶ ଅନୁସାରେ ଇଡି କମ୍ପାନୀର ସମ୍ପତ୍ତି ଜବତ କରିବା ସହ ୧୮୦ ଦିନ ପାଇଁ ସମ୍ବଲପୁର ଥିବା କାରଖାନାକୁ ସିଲ୍‌ କରିଛି ।

wp:core-embed/twitter {"url":"https://twitter.com/dir_ed/status/1182975056156053505?s=20","type":"rich","providerNameSlug":"twitter","className":""}
https://twitter.com/dir_ed/status/1182975056156053505?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.