Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ବଦଳିଲେ ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି, ତୁରନ୍ତ Transfer ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

2/02/2020 at 9:35 PM

ନୂଆଦିଲ୍ଲୀ ୨।୨:  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଲେକ୍ସନ କମିଶନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲେ ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ଥିବା ଚିନ୍ମୟ ବିଶ୍ୱାଳଙ୍କୁ ବଦଳି କରାଯାଇଛି। ତାଙ୍କୁ ପଦରୁ ତୁରନ୍ତ ରିଲିଫ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କ ନିଯୁକ୍ତି ହୋଇଛି। ୧୯୯୭ ବ୍ୟାଚ୍ ଆଇପିଏସ୍ କୁମାର ଜ୍ଞାନେଶ ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ନିଯୁକ୍ତ ହୋଇଥିବା ବେଳେ ବିଶ୍ୱାଳ ଏବେ ଗୃହ ବିଭାଗକୁ ରିପୋର୍ଟ କରିବେ।

ଦକ୍ଷିଣ-ପୂର୍ବ ଦିଲ୍ଲୀ ଅଞ୍ଚଳରେ ଆସୁଥିବା ଜାମିଆ ବିଶ୍ୱବିଦ୍ୟାଳୟ ଆଖପାଖରେ ଗୋଟିଏ ସପ୍ତାହରେ ୨ଥର ଗୁଳିକାଣ୍ଡ ହେଲାଣି। ଆଗକୁ ନିର୍ବାଚନ ଥିବାରୁ ସତର୍କତା ସ୍ୱରୂପ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଥିବା ବେଳେ କୁମାର ଜ୍ଞାନେଶଙ୍କୁ ତୁରନ୍ତ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts