Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହାଇଦ୍ରାବାଦରେ ମୃଦୁ ଭୂକମ୍ପର ଝଟକା, ୪.୦ ତୀବ୍ରତାରେ କମ୍ପନ ଅନୁଭୂତ

26/07/2021 at 8:04 AM

ହାଇଦ୍ରାବାଦ ୨୬/୭ : ତେଲେଙ୍ଗାନାର ହାଇଦ୍ରାବାଦରେ ଭୂକମ୍ପ ଅନୁଭୂତ । କୌଣସି ଧନଜୀବନ ନଷ୍ଟ ହୋଇନି କି କ୍ଷୟକ୍ଷତି ହୋଇନଥିବା ସୂଚନା । କିନ୍ତୁ ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଥିଲା । ଯାହାଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦର ଦକ୍ଷିଣରେ ଥିଲା ।

୪.୦ ମ୍ୟାଗ୍ନିଚ୍ୟୁଡର ଏହି କମ୍ପନ ସକାଳ ୫ ଟାରେ ଘଟିଛି । ଏଇ କିଛିଦିନ ଭିତରେ ଅନେକ ରାଜ୍ୟରେ ଭୂକମ୍ପ ହେବାର ନିରନ୍ତର ଖବର ରହିଛି । ରବିବାର ଉତ୍ତର-ପୂର୍ବ ସିକ୍କିମର ଗାଙ୍ଗଟୋକ ସହରରେ ରବିବାର ରାତି ପ୍ରାୟ ୮.୪୦ ସମୟରେ ଏକ ଭୂକମ୍ପ ହୋଇଥିଲା । ଜୁଲାଇ ୧୯ ରେ ମଧ୍ୟ ଗାଙ୍ଗଟକ ସମେତ ସିକ୍କିମର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

   Related Posts