କଚ୍ଛରେ ଭୟଙ୍କର ଭୂକମ୍ପ ଝଟ୍‌କା : ରିକ୍ଟର ସ୍କେଲରେ ତୀବ୍ରତା ୫.୦, କ୍ଷୟକ୍ଷତି ଆକଳନ ଜାରି

Published By : Prameya-News7 Bureau | November 04, 2021 IST

ଗାନ୍ଧିନଗର ୦୪/୧୧ : ଗୁଜୁରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ବୋଲି ଜଣାପଡିଛି । ଦ୍ବାରକାରୁ ୨୨୩ କିମି ଉତ୍ତରପୂର୍ବରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନ ୩.୧୫ ସମୟରେ ଭୂମିକମ୍ପ ହୋଇଥିବା ନେଇ ସେସ୍ମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ରିପୋର୍ଟ ନଥିବା ବେଳେ । ଅନେକ ସ୍ଥାନରେ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା​ ପ୍ରାଥମିକ ଭାବେ ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

wp:embed {"url":"https://twitter.com/ANI/status/1456207263643799553","type":"rich","providerNameSlug":"twitter","responsive":true}
https://twitter.com/ANI/status/1456207263643799553
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.