ଚିଲିକା କୂଳରେ ୮ଟି ଚିଲ ମୃତ ; ବାର୍ଡ ଫ୍ଲୁ ଭୟ
22/12/2018 at 4:01 PM

ପୁରୀ ୨୨|୧୨: କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଚିଲିକା କୂଳରେ ୮ଟି ଚିଲର ମୃତ୍ୟୁ । ଚିଲିକା କୂଳଠାରୁ ମାତ୍ର ଦେଢ଼ କିମି ଦୂର ପକ୍ଷୀ ଅଭୟାରଣ୍ୟରେ ଥିବା ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ ନେଇ ଆଶଙ୍କା ଦେଖାଦେଇଛି । ଏହାପରେ ବନ ବିଭାଗ ଆତଙ୍କିତ ହେ।ଇପଡିଛି । ବାର୍ଡ ଫ୍ଲୁ ଚିହ୍ନଟ ପରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି ।
Related Posts
ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
8 March 2021