ଜେଲ୍କୁ କୋରୋନା ଭୟ : ଆଜିଠୁ ଲାଗୁ ହେଲା ‘ଇ-ମୁଲାକାତ୍’ ବ୍ୟବସ୍ଥା
19/03/2020 at 3:18 PM

ଭୁବନେଶ୍ବର ୧୯।୩: ଜେଲକୁ କୋରୋନା ଭୟ । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ- ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଜେଲର ଭିଜିଟର ରୁମରେ ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଲେ ସଂପର୍କୀୟ ।
ସେପଟେ ଚୌଦ୍ବାର ଜେଲରେ ଦିନ ୧୦ଟା ସୁଦ୍ଧା ୨୫ ଜଣ ମୁଲାକାତ କରିଛନ୍ତି । ନୂଆ କଏଦୀ ଓ ପାରୋଲରେ ଥିବା କଏଦୀଙ୍କୁ ସାନିଟାଇଜ୍ ପରେ ଜେଲ୍ ରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
Related Posts
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021