ନିଷେଧ ହେଲା ଇ ସିଗାରେଟ୍‌

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ - ଦେଶରେ ଇ-ସିଗାରେଟ୍‌ରୁ ନିଷେଧ କରାଯାଇଛି । ଦିଲ୍ଲୀର ନ୍ୟାଶନାଲ ମିଡିଆ ସେଣ୍ଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।ଏବେ ଭାରତରେ ଇ ସିଗାରେଟ୍‌ର ଉତ୍ପାଦନ ସହ ଏହାର ଆମଦାନୀ ଓ ରପ୍ତାନୀ କରାଯିବ ନାହିଁ ।


ଇ- ସିଗାରେଟ୍‌ର ପ୍ରସାର ଉପରେ ପୂର୍ବରୁ ସରକାର ରୋକ ଲଗାଇଛନ୍ତି । କିଛି ଦିନ ତଳେ ମନ୍ତ୍ରୀ ମଣ୍ଡଳରେ ଇ-ସିଗାରେଟ୍‌ ନିଷେଧ ପାଇଁ ପ୍ରସ୍ତାବିତ ଅର୍ଡିନାନ୍ସକୁ ଯାଞ୍ଚ କରିଥିଲେ । ଜିଓଏମ୍‌ ଏଥିରେ କେତକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ । ସରକାର ଏବେ ଇ ସିଗାରେଟ୍‌କୁ ନିଷେଧ ଘୋଷଣା କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1174256535201091585","type":"rich","providerNameSlug":"twitter","className":""}
https://twitter.com/ANI/status/1174256535201091585
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.