Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନିଷେଧ ହେଲା ଇ ସିଗାରେଟ୍‌

18/09/2019 at 3:34 PM

ନୂଆଦିଲ୍ଲୀ – ଦେଶରେ ଇ-ସିଗାରେଟ୍‌ରୁ ନିଷେଧ କରାଯାଇଛି । ଦିଲ୍ଲୀର ନ୍ୟାଶନାଲ ମିଡିଆ ସେଣ୍ଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।ଏବେ ଭାରତରେ ଇ ସିଗାରେଟ୍‌ର ଉତ୍ପାଦନ ସହ ଏହାର ଆମଦାନୀ ଓ ରପ୍ତାନୀ କରାଯିବ ନାହିଁ ।


ଇ- ସିଗାରେଟ୍‌ର ପ୍ରସାର ଉପରେ ପୂର୍ବରୁ ସରକାର ରୋକ ଲଗାଇଛନ୍ତି । କିଛି ଦିନ ତଳେ ମନ୍ତ୍ରୀ ମଣ୍ଡଳରେ ଇ-ସିଗାରେଟ୍‌ ନିଷେଧ ପାଇଁ ପ୍ରସ୍ତାବିତ ଅର୍ଡିନାନ୍ସକୁ ଯାଞ୍ଚ କରିଥିଲେ । ଜିଓଏମ୍‌ ଏଥିରେ କେତକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ । ସରକାର ଏବେ ଇ ସିଗାରେଟ୍‌କୁ ନିଷେଧ ଘୋଷଣା କରିଛନ୍ତି ।

   Related Posts